ପାସପୋର୍ଟକୁ ନେଇ ଆମେରିକାକୁ ଲାଗିଲା ବଡ଼ ଝଟକା
ବିଶ୍ବର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଗୁଡିକୁ ସ୍ଥାନିତ କରୁଥିବା ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୫ ପାଇଁ ତାହାର ନୂତନ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ବାହାରିବା ପରେ ଆମେରିକାକୁ ଏକ ବଡ଼ ଝଟକା ଲାଗିଛି। ତଥ୍ୟ...
ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲେ ଜେଲେନସ୍କି କହିଲେ ଭାରତ ଆମ ସହିତ ଅଛି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇବା ପାଇଁ ଭାରତକୁ ଅଭିଯୋଗ କରିଥିଲେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଟ୍ରମ୍ପଙ୍କୁ ରକ୍ଷା କରି ତାଙ୍କ ଦାବିର ପର୍ଦ୍ଦାଫାସ କରିଛନ୍ତି। ଭୋଲୋଡିମିର ଜେଲେନସ୍କି ଟ୍ରମ୍ପଙ୍କୁ ପ୍ରତିରକ୍ଷା କରିଥିଲେ ଓ...
ଗାଜା ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ଇସ୍ରାଏଲଙ୍କ ଆକ୍ରମଣ ଦିନକୁ ଦିନ ଅଧିକ କ୍ରୁର ହେବାରେ ଲାଗିଛି। ଗାଜାରେ ମୃତ୍ୟୁର ଲହରି ମାଡ଼ି ଚାଲିଛି । ଏକାସାଥ୍ରେ ୯୧ ଜଣଙ୍କୁ ମାରିଛି ଇସ୍ରାଏଲୀ ସେନା । ସମ୍ପୂର୍ଣ୍ଣ ଗାଜାକୁ ଦଖଲ କରିବା ଲକ୍ଷ୍ୟରେ ଆଇଡିଏଫ "ଅପରେସନ ଗିଡିୟନ...
ଆଫଗାନିସ୍ତାନକୁ ଖୋଲା ଧମକ ଦେଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଆଫଗାନିସ୍ତାନକୁ ଦେଇଛନ୍ତି ଧମକ । ଟ୍ରୁଥ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇ ଲେଖିଛନ୍ତି, "ଯଦି ଆଫଗାନିସ୍ତାନ ବଗରାମ ଏୟାରବେସ୍କୁ ତାର ନିର୍ମାତା ଆମେରିକାକୁ ଫେରାଇବ ନାହିଁ ତାହେଲେ, ତାର...
ଟ୍ରମ୍ପଙ୍କ ଦାବି ସେ ଭାରତ-ପାକ୍ ଯୁଦ୍ଧକୁ ବନ୍ଦ କରିଥିଲେ
ଆମେରିକା ରାଷ୍ଟ୍ରପତି ପୁନର୍ବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ତାଙ୍କ ଅନୁଯାୟୀ, ସେ ଏପର୍ଯ୍ୟନ୍ତ ସାତଟି...
ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଲେଇଲେନି ସୂର୍ଯ୍ୟ କୁମାର
ସୂର୍ଯ୍ୟ କୁମାର ଯାଦବ ବିପକ୍ଷ ଟିମର(ପାକିସ୍ତାନ)ଧିନାୟକଙ୍କ ସହିତ ହାତ ନମିଳାଇବାକୁ ନେଇ କିଛି ପ୍ରଶ୍ନ ସୃଷ୍ଟି ହୋଇଛି । ଗତକାଲି ମ୍ୟାଚ୍ ଆରମ୍ଭରୁ ସୂର୍ଯ୍ୟକୁମାର ଯାଦବ ଟସ୍ ପକାଇଥିଲେ । ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା...
ଋଷିଆକୁ ଭାରତର ତାଗିଦ୍
ଭାରତର ଆପତ୍ତି ସତ୍ତ୍ୱେ ଏବେ ବି ଅନେକ ଭାରତୀୟ ନାଗରିକ ରୁଷିଆ ସେନାରେ କାମ କରୁଛନ୍ତି । ଏନେଇ ଖବର ମିଳିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ କଠୋର ପରାମର୍ଶ ଜାରି କରିଛି । ବୈଦେଶିକ ବ୍ୟାପାର ମୁଖପାତ୍ର...
ଆମେରିକା ଉପରେ ଚୀନର ବିରକ୍ତି ଭାବ
ଆମେରିକା ଏବଂ ନାଟୋ ଦେଶଗୁଡ଼ିକ ରୁଷରୁ ତୈଳ କ୍ରୟ ଉପରେ ଶୁଳ୍କ ଏବଂ ପ୍ରତିବନ୍ଧକ ଲଗାଇବା ପାଇଁ ଚାପ ଦେଉଛନ୍ତି, କିନ୍ତୁ ଚୀନ୍ କହିଛି ଯେ ସେ କୌଣସି ଯୁଦ୍ଧ ଯୋଜନାରେ ସାମିଲ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...
ଭାରତ ପରେ ଏବେ ଚୀନ୍ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚୀନକୁ ଟାରିଫ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ୫୦ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁକ୍ଳ ଲଗାଇବାର ବିକଳ୍ପ ଭାବିବେ । ଟ୍ରମ୍ପଙ୍କ ମତାନୁସାରେ, ଏହି ପଦକ୍ଷେପ ଆମେରିକାର ଅର୍ଥନୀତିକୁ...
ରୁଷରେ ଶକ୍ତିଶାଳୀ ଭୂମିକମ୍ପ : ସୁନାମୀ ଚେତାବନୀ
ରୁଷିଆର କାମଚଟକା ଅଞ୍ଚଳରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭବ କରାଯାଇଛି। ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ (USGS) ଅନୁସାରେ, ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ 7.4 ଥିଲା। କେନ୍ଦ୍ରସ୍ଥଳ 39.5 କିଲୋମିଟର ଗଭୀରରେ ଓ ପେଟ୍ରୋପାଭଲୋଭସ୍ମ-କାମଚଟସ୍କିଠାରୁ 111 କିଲୋମିଟର...



















