ଦଳ ପଛେ ରସାତଳକୁ ଯାଉ, ପାଣ୍ଡିୟାନଙ୍କୁ ଛାଡି ପାରିବେନି ନବୀନ
ଦଳ ରସାତଳକୁ ଯାଉ, ଯିଏ ଯାହା କହୁ ପଛେ, କିନ୍ତୁ ପାଣ୍ଡିୟାନଙ୍କୁ ଛାଡି ପାରିବେନି ନବୀନ । ଓ୍ବକଫ ବିଲ ପ୍ରସଙ୍ଗରେ ବିଜେଡିର ସନ୍ଦେହଜନକ ଭୂମିକାକୁ ନେଇ ଦଳ ଭିତରେ ଝଡ ବହୁଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ନବୀନ...
ଶେଷ ସୋପାନରେ ବିଜେଡି !
ବିଜେଡିରେ ଯାହା ଯେମିତି ଚାଲିଛି, ଲାଗୁଛି ଆଉ ବେଶୀ ଦିନ ନୁହେଁ । ଗୋଟିଏ ଆଞ୍ଚଳିକ ଦଳ ଭାବେ ଗତ ଚବିଶ ବର୍ଷ ଧରି କ୍ଷମତା ସିଂହାସନରେ ବସିଥିବା ବିଜେଡି ଏବେ ଶେଷ ସୋପାନରେ ପହଞ୍ଚି ସାରିଛି । ଓ୍ବକଫ...
ଏବେ ବି କାମ କରୁଛି ପାଣ୍ଡିୟାନଙ୍କ ଯାଦୁ
ଭୁବନେଶ୍ବର : ଓଡିଶାର ଚର୍ଚ୍ଚିତ ଓ ବିବାଦୀୟ ଅବସରପ୍ରାପ୍ତ ଆଇଏଏସ ଅଫିସର ଭି.କେ. ପାଣ୍ଡିୟାନଙ୍କ ଯାଦୁ ଏବେ ବି କାମ କରୁଛି । ଯେଉଁଥିପାଇଁ ତାଙ୍କ ଆଇଏଏସ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଭିଆରଏସକୁ କେନ୍ଦ୍ର ସରକାର ମଂଜୁରୀ ଦେବା ସହ...
ଦମ୍ ଦେଖାଇଲା କଂଗ୍ରେସ
ବିଧାନସଭାରେ ସଦସ୍ୟ ସଂଖ୍ୟା ମାତ୍ର 14 । ସ୍ଥିତି ଦୃଷ୍ଟିରୁ ରାଜ୍ୟରେ ତିନି ନମ୍ବର ରାଜନୈତିକ ଦଳ ଭାବେ ରହିଥିବା କଂଗ୍ରେସ ବିଧାନସଭାରେ ଓ ବିଧାନସଭା ବାହାରେ ଦମ୍ ଦେଖାଇଛି । ବିଧାନସଭା ଭିତରେ ଘଣ୍ଟ ପିଟି ପ୍ରତିବାଦ କରି...
ବିଜେପିକୁ ଅଡୁଆ ଜୟନାରାୟଣଙ୍କ କୋଶଳ ଡ୍ରାମା
ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଦୀର୍ଘବର୍ଷ ଧରି ଶିଥିଳ ହୋଇଯାଇଥିବା କୋଶଳ ରାଜ୍ୟ ଦାବି ପ୍ରସଙ୍ଗ ଏବେ ଜୟନାରାୟଣଙ୍କ ବୟାନ ପରେ ପୁଣି ସତେଜ ହୋଇଛି । ବନ୍ଦୋ ଉତ୍କଳ ଜନନୀକୁ...
ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ
ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ମିଳିଛି । ଇମେଲ ଜରିଆରେ ସିନ୍ଦେଙ୍କ କାରକୁ ଉଡାଇ ଦେବାକୁ ଧମକ ମିଳିଛି । ମନ୍ତ୍ରଣାଳୟ ସହିତ ଗୋରେଗାଓଁ ଏବଂ ଜେଜେମାର୍ଗ ଥାନା ପୋଲିସକୁ ଧମକପୂର୍ଣ୍ଣ ଇମେଲ...
ରାମଲୀଳା ମଇଦାନରେ ଶପଥ ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ନୂଆଦିଲ୍ଲୀ : ନୂଆଦିଲ୍ଲୀ ରାମଲୀଳା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆନୁଷ୍ଠାନିକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, 20ଟି ରାଜ୍ୟର ମୁଖ୍ୟମନ୍ତ୍ରୀ...
ରାଜ୍ୟପାଳଙ୍କ ଅଭିଭାଷଣରେ ବିକାଶର ନୂଆ ସ୍ବପ୍ନ ଦେଖାଇଲେ ସରକାର
ରାଜ୍ୟପାଳ ଡଃ. ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । 2047 ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ଓଡିଶାର ଲକ୍ଷ୍ୟ ହାସଲ ପାଇଁ ସରକାର ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟପାଳ...
ପ୍ରଭାବଶୂନ୍ୟ ନେତୃତ୍ବ, ଦିଶାହୀନ କଂଗ୍ରେସ
କଂଗ୍ରେସର ନୂଆ ସଭାପତି ହେଲେ ଭକ୍ତ ଦାସ । ଗତ ସାଧାରଣ ନିର୍ବାଚନ ଫଳ ବାହାରିବା ପରେ କେନ୍ଦ୍ରୀୟ ନେତୃତ୍ବ ପ୍ରଦେଶ କମିଟି ଭାଙ୍ଗିଦେଇଥିଲେ । ଛ ମାସ ପରେ ଯେଉଁ ନେତାଙ୍କୁ ସଭାପତି କଲେ, ତାର ଫଳ କଣ...
ଦିଲ୍ଲୀରେ ଆପ୍ ସରକାର ପତନ ପଛର କାରଣ ?
ବାରବର୍ଷ କ୍ଷମତାରେ ଥିବା ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ଦିଲ୍ଲୀ ଦଖଲ କରିଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପି 48ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଆପ୍ କୁ...