ରାଜରାସ୍ତାରେ ବସିଲା ବିଜେଡି, ହରତାଳ କରୁଛି ବିଜେପି
କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ୩ ଦିନିଆ ଆନ୍ଦୋଳନ । କେନ୍ଦ୍ର ଉଷୁନା ଧାନ ଉଠାଇବା ପରିମାଣ କମାଇଦେବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିଦେବା ପ୍ରସଙ୍ଗ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି...
ମୁଁ ଯେଉଁ ନବୀନଙ୍କ ସହ କାମ କରୁଥିଲି, ବର୍ତ୍ତମାନର ନବୀନଙ୍କ ଭିତରେ ଆକାଶ ପାତାଳ ଫରକ – ବିଜୟ...
ବର୍ତ୍ତମାନ ରାଜ୍ୟରେ ଯାହା ଚାଲିଛି, ତାହା ମୁକ ହୋଇ ଦେଖିବା ଆଉ ସମ୍ଭବ ନୁହେଁ । ନୂଆଦିଲ୍ଲୀରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଓଡିଶା ଫେରି ଏହା କହିଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସରେ ସାମିଲ ହେବା ପରେ...
କାହିଁକି କଂଗ୍ରେସରେ ମିଶିଲେ ବିଜୟ
ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ ପଟନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି I ନୂଆଦିଲ୍ଲୀ ଏ ଆଇ ସି ସି କାର୍ଯ୍ୟାଳୟରେ ଜାତୀୟ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ଓ ପିସିସି ସଭାପତି ଶରତ ପଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି...
ସ୍ପଟରେ ହି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ !
ଗୁଳି ପରେ ନବ କିଶୋର ଦାସଙ୍କର ସ୍ପଟ୍ ଡେଥ୍ ହୋଇଥିଲା । ନବ ଦାସଙ୍କର ସ୍ପଟ୍ ଡେଥ୍ ହୋଇଥିବା ନେଇ ତଥ୍ୟ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ନବ ଦାସଙ୍କୁ...
ଟପ୍ ଲେବଲ୍ କନସ୍ପିରାସି
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପଛରେ ରହିଛି ଟପ୍ ଲେବଲ୍ କନସ୍ପିରାସି । ଏମିତି ଆରୋପ ଲଗାଇଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ତଥା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଜଣେ ପୋଲିସ ଅଧିକାରୀଙ୍କ...
ନବୀନଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି । ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ...
ଡର କାହିଁକି ?
ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ଆଉ କିଛି ମାସ ପରେ 22 ବର୍ଷ ପୁରା କରିବ । ଆସନ୍ତା 26 ତାରିଖରେ ବିଜେଡି ପ୍ରତିଷ୍ଠା ହେବାର 25 ବର୍ଷ ପୁରା କରିବ । ମାତ୍ର ଦଳ ଓ...
ହାତ ଧରିଲେ କଣ୍ଠଶିଳ୍ପୀ
ସଙ୍ଗୀତ ନିର୍ଦ୍ଦେଶକ ତଥା ସିଙ୍ଗର ଗୁଡଲି ରଥ ହାତ ଧରିଛନ୍ତି । ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି ଗୁଡଲି । ଚେଲ୍ଲା କୁମାର ଓ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, କଣ୍ଠଶିଳ୍ପୀ...
୨୦୨୪ ରଣନୀତି କରିବ ବିଜେପି
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ କସରତ କଲେଣି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଭାପତି , ଜିଲ୍ଲା ପ୍ରଭାରୀ ଓ...
‘ଇଏ ନେହରୁଙ୍କ ଭାରତ ନୁହେଁ’
ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ସୁରକ୍ଷା ଓ ନିରାପତ୍ତା ପ୍ରସଙ୍ଗ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତ ଉପରେ ଚୀନ ଆକ୍ରମଣ ପାଇଁ ପ୍ରସ୍ତୁତି...