ଭାରତକୁ ଶସ୍ତାରେ ତେଲ ଦେବ ରୁଷିଆ
ଭାରତ-ରୁଷିଆ ତୈଳ କାରବାରକୁ ଅଟକାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍ ଲଗାଇଥିଲେ। କିନ୍ତୁ ଏହି ପଦକ୍ଷେପ ବୁମେରାଂ ସାବ୍ୟସ୍ତ ହୋଇଛି । ଭାରତ ପଛକୁ ହଟିବା ପରିବର୍ତ୍ତେ ଏବେ ରୁଷିଆଠାରୁ ଅଧିକ ଅଶୋଧିତ ତୈଳ କିଣିବା ପ୍ରକ୍ରିୟା...
ଭାରତରେ ରହିପାରିବେ ପଡ଼ୋଶୀ ଦେଶର ଶରଣାର୍ଥୀ
ଧାର୍ମିକ ନିର୍ଯ୍ୟାତନା ପ୍ରଭାବିତ ଆଫଗାନିସ୍ତାନ, ବାଙ୍ଗଲାଦେଶ ଓ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଭାରତରେ ଆଶ୍ରୟ ନେଇଛନ୍ତି । କେନ୍ଦ୍ର ସରକାର ଏହାକୁ ନିରାପଦ ଭାବରେ ରଖିବାକୁ ଆଶ୍ୱସ୍ତି ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଜଣାଇଛି ଯେ ୨୦୨୪...
ଭାରତ, ରୁଷ ଓ ଚୀନ ର ଏକତା, ଆଣିପାରେ ପରିବର୍ତ୍ତନ
ଭାରତ, ରୁଷ ଓ ଚୀନଙ୍କ ଏକତା ଦୁନିଆର ରାଜନୈତିକ ସମୀକରଣକୁ ପରିବର୍ତ୍ତନ କରିପାରେ । ଶୁଣିବାକୁ ମିଳୁଛି ଯେ, ଏକବିଂଶ ଶତାବ୍ଦୀ ଏସିଆର ହେବ । କିନ୍ତୁ, ଏହା ବାସ୍ତବରେ କେବେ ଘଟିବ। ଏଥରର ସାଂଘାଇ ସହଯୋଗ ସଂଗଠନ...
ଆମେରିକା ବହୁତ ଶକ୍ତିଶାଳୀ, ଆମ ବିନା କିଛି ରହିବ ନାହିଁ ; ଟ୍ରମ୍ପ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଶୁଳ୍କ ବିଷୟରେ ମତ ଦେଇଛନ୍ତି। ମଙ୍ଗଳବାର ସେ କହିଲେ, “ଆମେରିକା ବିଶ୍ବରେ ସବୁଠୁ ଶକ୍ତିଶାଳୀ, ଏହା ବିନା କିଛି ଚାଲିବ ନାହିଁ।” ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ପରେ ଟ୍ରମ୍ପ ଭାରତ...
ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ; ସେପ୍ଟେମ୍ବର ୪ରେ ବିହାର ବନ୍ଦ ଡାକରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ ନେଇ ଅଶାଳୀନ ଟିପ୍ପଣୀକୁ କେନ୍ଦ୍ର କରି ଏନଡିଏ ତୀବ୍ର ପ୍ରତିବାଦ କରିଛି । ଏହି ପ୍ରସଙ୍ଗରେ ସେପ୍ଟେମ୍ବର ୪ରେ ସକାଳ ୭ଟାରୁ ଦୁଇପହର ୧୨ଟା ପର୍ଯ୍ୟନ୍ତ ବିହାର ବନ୍ଦ ଡାକିଛନ୍ତି । ପାଟନାରେ ହୋଇଥିବା...
ବନ୍ୟା ବିପର୍ଯ୍ୟୟ ନୁହେଁ ଆଲ୍ଲାଙ୍କ ଆଶୀର୍ବାଦ ; ଖ୍ୱାଜା ଆସିଫ
ପାକିସ୍ତାନରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାବି, ଚେନାବ ଏବଂ ଝେଲମ୍ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଲକ୍ଷ-ଲକ୍ଷ ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି। ଏହି ସଙ୍କଟର ମଧ୍ୟରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ବୟାନ ଚର୍ଚ୍ଚା ରେ...
ଟ୍ରମ୍ପ ଙ୍କ ଝଟକା ;ଔଷଧ ଉପରେ ୨୦୦% ଟାରିଫ୍
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ଶୁକ୍ଳ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ବିଦେଶରୁ ଆଣାଯାଉଥିବା ଔଷଧରେ 200% ଟାରିଫ୍ ଲାଗୁ କରିବା ପ୍ରସ୍ତାବ ରଖୁଛନ୍ତି । ଏହାର ଫଳରେ ଆମେରିକାରେ ଔଷଧର ଦର ବେଶୀ ବଢ଼ିବା...
ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଭାବେ ବିବେଚିତ ହେଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି। ଇଣ୍ଡିଆ ଟୁଡେ-ସିଭୋଟରଙ୍କ ‘ମୁଡ ଅଫ ଦି ନେଶନ’ ସର୍ଭେରେ ବଡ଼ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଆକଳନ ହୋଇଥିଲା। ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୀର୍ଷ ସ୍ଥାନରେ ରହିଛନ୍ତି। ଯାହାକୁ...
ବିଜେପି ର ନୂଆ NAC ଘୋଷଣା ; ବିଜେଡି ର ଆନ୍ଦୋଳନ ଚେତାବନୀ
ରାଜ୍ୟ ସରକାର ୨୮ଟି ନୂତନ NAC ଘୋଷଣା କରିବା ପରେ ରାଜନୀତି ତିବ୍ର ହୋଇଯାଇଛି। ବିଜେଡି ଏହାକୁ “ପୁନଃଘୋଷଣା” ବୋଲି କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି NAC ଘୋଷଣା କରିଥିଲେ। ବିଜେପି ସରକାର ସେଥିରୁ ୧୬...
କେନ୍ଦ୍ର ବିରୋଧରେ ମୋର୍ଚ୍ଚା ଖୋଲିଲେ ମମତା
ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ଟିଏମସି ଓ ବିଜେପି ଉଭୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ସେପ୍ଟେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି...


















