ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କ ନାମରେ ଠକେଇ ଅଭିଯୋଗ
ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ଠକେଇ ମାମଲା । ଅଙ୍କିତଙ୍କ ନାମରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲା କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ରୁଜୁ ହୋଇଛି...
ଦୀପାବଳୀ ରେ ମୋଦୀ ଦେବେ ବଡ଼ ଉପହାର
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଲାଲକିଲ୍ଲାରୁ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବା ନେଇ ଘୋଷଣା କରିଛନ୍ତି । ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ ବୋଲି ମୋଦୀ କହିଛନ୍ତି ।...
ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
ଆଜି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ି ପାଇଁ ୧ ଲକ୍ଷ କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା’ ଆରମ୍ଭ କରିଛନ୍ତି । ଏହାର ମାଧ୍ୟମରେ ୩.୫ କୋଟି ନୂତନ...
ଓଡ଼ିଶା ରେ ମୋହନ ଭାଗବତ
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ । ଗତକାଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ମୋହନ ଭାଗବତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ...
ଆମେରିକୀୟମାନଙ୍କୁ ଟାରିଫର ଆଘାତ, ଗ୍ରୋସରୀ ରେ ମାରି ହେଉନି ହାତ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦେଶକୁ ବିଶ୍ୱର ଶୀର୍ଷସ୍ଥାନରେ ନେବାକୁ ପ୍ରୟାସ କରୁଛନ୍ତି। ଏଥି ପାଇଁ ସେ ସାରା ବିଶ୍ୱରେ ଶୁକ୍ଲ ବଢ଼ାଇବାରେ ଲାଗିଛନ୍ତି । ଭାରତ ଓ ବ୍ରାଜିଲ ଉପରେ ସର୍ବାଧିକ 50% ଶୁଳ୍କ ଲାଗିଛି। କେବଳ...
ଟ୍ରମ୍ପ୍ ଙ୍କୁ ଜବାବ ଦେଲେ ମୋଦୀ
ଋଷଠାରୁ ତେଲ କିଣିବା ଜାରି ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଉତ୍ପାଦ ଶୁଳ୍କ ଲଗାଇଛନ୍ତି । ଏହପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର କଡ଼ା ଜବାବ ଦେଇଛନ୍ତି । ଗୁରୁବାର ଏମ୍.ଏସ୍. ସ୍ୱାମୀନାଥନ...
ଭାରତ ବିରୋଧରେ ପାକିସ୍ତାନ ର ଷଡ଼ଯନ୍ତ୍ର ; ମୋହରା ସାଜିଛି ବାଂଲାଦେଶ
ଅପରେସନ୍ ସିନ୍ଦୂର’ ପରେ ଭାରତ ସହ ମୁହଁମୁହିଁ ହେବାର ସାହସ ହରାଇଛି ପାକିସ୍ତାନ। ଏବେ ନୂଆ ଚାଲ ଖେଳିବା ପ୍ରୟାସରେ ଅଛି। ଆମେରିକା ଶକ୍ତି ରେ ନିଜକୁ ଶକ୍ତିଶାଳି ଭାବି, ବାଂଲାଦେଶକୁ ମୋହରା ବନେଇ ଭାରତକୁ ପୂର୍ବଦିଗରୁ ଘେରିବା ଷଡଯନ୍ତ୍ର...
ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ମାମଲା ରେ ୨ ଜଣ ଛାତ୍ର ଗିରଫ
ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା । ୨ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶୁଭସମ୍ୱିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ...
ଦୁଇ ଦେଶ ମଧ୍ୟରେ ହେବ କି ବଡ଼ ଯୁଦ୍ଧ
ତେବେ ଋଷ୍ ଓ ଆମେରିକା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷ୍ର ପୂର୍ବତନ ରାଷ୍ଟ୍ରପତି ତଥା ପୁଟିନଙ୍କୁ କଡ଼ା ଜବାବ ଦେବା ପରେ ଟ୍ରମ୍ପ ଅତ୍ୟନ୍ତ ଚିଡ଼ିଯାଇଛନ୍ତି । ଋଷର...
ଆମେରିକା ଠୁ ଏଫ-୩୫ ଜେଟ୍ କିଣିବ ନାହିଁ ଭାରତ
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିବା ଘୋଷଣା କରିଛନ୍ତି, ଯାହା ପରେ ଦୁଇ ଦେଶର ବାଣିଜ୍ୟ ଓ ରଣନୈତିକ ସମ୍ପର୍କ ରେ ତିକ୍ତତା ଦେଖିବାକୁ ମିଲିଛି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଭାରତ...


















