ଗିରଫ ହେଲେ ଉଦିତ ପ୍ରଧାନଙ୍କ ସହଯୋଗୀ
ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅଡ଼ୁଆ ବଢ଼ିଛି । ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏହା ସହିତ ଉଦିତଙ୍କ...
ୟୁରୋପୀୟ ସଂଘକୁ ଭାରତର ସ୍ପଷ୍ଟ ବାର୍ତ୍ତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ପୂର୍ବରୁ, ଭାରତ ୟୁରୋପୀୟ ସଂଘ (EU)ର ଧମକ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବିଦେଶ ସଚିବ ବିକ୍ରମ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ରୁଷରୁ ତେଲ କିଣିବା କ୍ଷେତ୍ରରେ ଭାରତ...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ
ଆଜି ଦିଲ୍ଲୀରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସୂଚନା ଅନୁସାରେ , ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ନିର୍ବାଚନ ଫଳାଫଳର...
ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼
ପ୍ରଭାତୀ ପରିଡ଼ାଙ୍କ ବାସଭବନକୁ ଟମାଟୋ ମାଡ଼ । ମହିଳା କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଛନ୍ତି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟାର ତାତି ଏଯାଏଁ କମିନି ଆଉ ଏବେ ପୁଣି ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ କିଛି...
ପାକିସ୍ତାନକୁ ଆମେରିକାର ବଡ଼ ଚେତାବନୀ
ପାକିସ୍ତାନ ଉପରେ ଆମେରିକାର ବଡ଼ ଆକ୍ସନ । ପାକିସ୍ତାନକୁ ଲାଗିଲା ବଡ଼ ଝଟ୍କା । ଭାରତର ସିନ୍ଦୁର ଅପରେସନ୍ ପରେ ଯେଉଁ ଆମେରିକାର ଶରଣ ପଶିଥିଲା ପାକିସ୍ତାନ, ସେଇ ଆମେରିକା ଆଜି କଡା ଜବାବ ଦେଇଛି। ଆମେରିକା...
ଛାତ୍ରୀ ମୃତ୍ୟୁ ରହସ୍ୟ: ଏଫ୍ଏମ୍ କଲେଜ୍ରେ ଚାଲିଛି ତଦନ୍ତ, ପରିବାରକୁ ପଚରାଉଚରା
ଏଫ୍ଏମ୍ କଲେଜ୍ ଛାତ୍ରୀ ମୃତ୍ୟୁକାଣ୍ଡ ନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତ ତୀବ୍ର କରିଛି। ଏକ ସ୍ୱତନ୍ତ୍ର ଦଳ ଭୋଗରାଇ ଅଞ୍ଚଳର ପଳାସିଆ ଗାଁରେ ପହଞ୍ଚି ମୃତ ଛାତ୍ରୀଙ୍କ ପରିବାର ସହ ବିସ୍ତୃତ ପଚରାଉଚରା କରିଛି। ଦୁଇଜଣୀଆ ଟିମ୍ ପିଡ଼ିତାଙ୍କ ବାପା, ମା’...
ଭୁବନେଶ୍ୱରରେ ବିଜେଡିର କଳାପଟି ପ୍ରତିବାଦ
ଆଜି ବିଜୁ ଜନତା ଦଳ ପୋଲିସ ଦମନ ବିରୋଧରେ ଶାନ୍ତ ପ୍ରତିବାଦ କଲା। ନେତାମାନେ ମୁହରେ କଳା ପଟି ବାନ୍ଧି ଭୁବନେଶ୍ୱରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ନିକଟରେ ବସିଥିଲେ। ଉପସ୍ଥିତ ନେତାମାନଙ୍କ ମଧ୍ୟରେ ଅଶୋକ ପଣ୍ଡା, ପ୍ରଦୀପ ମାଝୀ,...
ବିଦ୍ୟାଳୟରେ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିଚ କରିବାକୁ ନିର୍ଦ୍ଦେଶ
ବିଦ୍ୟାଳୟରେ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା...
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ
ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦେଇଥିବାବେଳେ ସବୁଆଡ଼େ ଅଶାନ୍ତ ବାତାବରଣ ଦେଖିବାକୁ ମିଳିଛି । କାହାକୁ ଦଳୀୟ ପତାକାରେ ପିଟିଲେଣି ତ ଆଉ କେଉଁ ବସକୁ ବାଡ଼େଇଲେଣି । ସେପଟେ...
ଓଡିଶା ବନ୍ଦ ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ଏଵଂ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ
ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାରେ ଆଜି କଂଗ୍ରେସ ଓ ବାମଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ରାଜ୍ୟର ବହୁ ଜିଲ୍ଲା ଏବଂ ସହରରେ...


















