ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ
ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଥିବା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, କହିଲେ ଆଗ...
ସୌମ୍ୟାଙ୍କୁ ନ୍ୟାୟ ଦାବିରେ ଓଡିଶା ବନ୍ଦ
ଭୁବନେଶ୍ବର - ପ୍ରଦେଶ କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଡାକରା ଦିଆଯାଇଥିବା ବାରଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ଆଜି ସାରା ରାଜ୍ୟରେ ଅନୁଭୂତ ହୋଇଛି । ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି । ଯୁବ କଂଗ୍ରେସ...
ଦେଶବ୍ୟାପୀ ଏବିଭିପିର ବିକ୍ଷୋଭ
ଏଫ୍ ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦେବାକୁ ଦେଶବ୍ୟାପୀ ଚାଲିଛି ଆନ୍ଦୋଳନ । ଓଡ଼ିଶା ସହିତ ବାହାରେ ମଧ୍ୟ ସୌମ୍ୟାଶ୍ରୀଙ୍କ ପାଇଁ ବିକ୍ଷୋଭ କରାଯାଉଛି । ବୁଧବାର ଭୁବନେଶ୍ୱର ବାଣୀବିହାର ଛକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ...
ବାଲେଶ୍ବର ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ରାଜ୍ୟରେ ଚହଳ ପକାଇଥିବା ବାଲେଶ୍ଵର ଫକୀର ମୋହନ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ରାଜ୍ୟ ସରକାର ବୁଧବାର ଏହାର ନିର୍ଦ୍ଦେଶ ଦେଇଛନ୍ତି । ଡିଏସପି ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । କ୍ରାଇମବ୍ରାଞ୍ଚ...
ରଣକ୍ଷେତ୍ର ପାଲଟିଲା ଲୋକସେବା ଭବନ
ଏଫ୍ ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବୁଧବାର ବିଜୁ ଜନତା ଦଳ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଆନ୍ଦୋଳନର ଡାକରା ଦେଇଛି । ଭୁବନେଶ୍ୱରରେ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିବାବେଳେ...
୧୭ରେ ଓଡ଼ିଶା ବନ୍ଦ ଡାକରା
ଭୁବନେଶ୍ବର - ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ଘଟଣାକୁ ନେଇ ଏହି ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ସମୟରେ...
ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ନେଇ୨ କୋଟିର ସହାୟତା ରାଶି ଦାବି କଲା ବିଜେଡି
ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ସାରା ରାଜ୍ୟର ରାଜନୀତି । ଏହାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ବିଧାୟକ...
ଜୀବନ ହାରିଲେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହୋଇଛି । ସୋମବାର ରାତି ୧୧.୪୬ ରେ ଆଖି ବୁଜିଛନ୍ତି ପୀଡ଼ିତା । ଆତ୍ମହତ୍ୟା ଉଦ୍ୟମ କରି ୯୫ ପ୍ରତିଶତ ପୋଡ଼ି ଯାଇଥିଲା ସୌମ୍ୟାଙ୍କ ଶରୀର ।...
ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି
ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି ।ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ପ୍ରଥମେ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ । ସେଠାରୁ...
ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା; ସହାନୁଭୂତି କମ୍ ରାଜନୀତି ଅଧିକ
ବାରମ୍ବାର ଅଭିଯୋଗ ଏଵଂ ବାରମ୍ବାର ଦରଖାସ୍ତ ଦେବାପରେ ବି ଶୁଣିଲେନି ପ୍ରଶାସନ । ଅଧ୍ୟାପକଙ୍କ ନିର୍ଯାତନା ଏତେ ଅଧିକ ଥିଲା ଯେ ଶେଷରେ ନିଜ ଦେହରେ ନିଜେ ନିଆଁ ଲଗାଇଦେବାକୁ ନିଷ୍ପତ୍ତି ନେଲେ ବାଲେଶ୍ବର ପୀଡ଼ିତା । ଖବର...


















