ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ହକି ଟିମ୍
ଭାରତ ଆସିବ ପାକିସ୍ତାନ ହକି ଟିମ୍। ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍। ଜୁନିୟର ହକି ବିଶ୍ୱକପ୍ ଖେଳିବାକୁ ବି ଆସିବ। ଏନେଇ ଖେଳ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟର ଗୁରୁବାର ଦିନ କହିଛି...
ଇଂଲଣ୍ଡରେ ଇତିହାସ ରଚିଲେ କ୍ୟାପଟେନ ଶୁଭମନ ଗିଲ
ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଚମକିଲେ ଶୁଭମନ ଗିଲ୍। ଶୁଭମନ ଗିଲ ଶେଷରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତାଙ୍କଠାରୁ ଯାହା ଆଶା କରିଥିଲେ ତାହା କରିଛନ୍ତି। ଗିଲ ଇଂଲଣ୍ଡରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଏଜବାଷ୍ଟନ ଟେଷ୍ଟରେ ଦ୍ୱିଶତକ ହାସଲ...
ଦଳାଚକଟାରେ ଏକମାତ୍ର ପୁଅକୁ ହରାଇଲା ବାପା
ସେଲିବ୍ରେସନ ପାଲଟିଲା କାଳ। ବାଙ୍ଗାଲୋରରେ RCB ଉତ୍ସବରେ ଯୋଗଦେବା ପାଇଁ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଗଲା। ଏହି ଦଳାଚକଟାରେ ଜଣେ ବାପା ତାଙ୍କର ଏକମାତ୍ର ପୁଅକୁ ହରାଇଛନ୍ତି। ସେ କାନ୍ଦି କାନ୍ଦି ପ୍ରଶାସନକୁ ନିବେଦନ କରିଛନ୍ତି ଯେ ପୋଷ୍ଟମର୍ଟମ...
ବେଙ୍ଗାଲୁରରେ ଆଇପିଏଲ ସେଲିବ୍ରେସନରୁ ଦଳାଚକଟା, 11 ମୃତ
ଆଇପିଏଲ ଟ୍ରଫି ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଆରସିବିର ସେଲିବ୍ରେସନ । ଖେଳାଳିଙ୍କୁ ଦେଖିବା ପାଇଁ ଏବଂ ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଷ୍ଟାଡିୟମ ଭିତରେ ଓ ବାହାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।...
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ । 2025 IPL ଟାଇଟଲ୍ ଜିତିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଫାଇନାଲରେ ମାତ୍ର 6 ରନରେ ହାରିଲା ପଞ୍ଜାବ କିଙ୍ଗସ୍ । ବିଜୟକୁ ଅବିଶ୍ବସନୀୟ କହିଲେ ବିରାଟ...
ଟିମ୍ ଇଣ୍ଡିଆ କ୍ୟାପଟେନ ହୋଇପାରନ୍ତି ଶୁଭମନ୍
ଟେଷ୍ଟ କ୍ରିକେଟରୁ ରୋହିତ ଶର୍ମାଙ୍କ ଅବସର ପରେ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହେବାର ସମ୍ଭାବନା ଅଛି ।
ମେ 7 ତାରିଖରେ, ରୋହିତ ଇଂଲଣ୍ଡ ଗସ୍ତ ପୂର୍ବରୁ 67 ଟେଷ୍ଟ ଏବଂ 11 ବର୍ଷ ବ୍ୟାପୀ...
କ୍ରିକେଟରୁ କୋହଲିଙ୍କ ଅଲବିଦା
ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ସୋମବାର ସୋସିଆଲ ମିଡିଆରେ ଏକ ଭାବପ୍ରବଣ ବାର୍ତ୍ତା ଦେଇ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି। ବିରାଟଙ୍କ ଅବସର ସମ୍ପର୍କରେ ରିପୋର୍ଟ ଗତ କିଛି ଦିନ ଧରି ଜୋର ଧରିଛି ଏବଂ...
ସଂଘର୍ଷର ଅନ୍ୟ ନାଁ ସଫଳତା
ମୋ କ୍ରୀକେଟର ହେବା ସ୍ୱପ୍ନକୁ ପୁରା କରିବା ପାଇଁ ବାପା ଅଧାରୁ କାମ ଛାଡିଦେଇଥିଲେ । ଘର ଚଳିବା ପାଇଁ କଠିନ ପରିସ୍ଥିତି ଦେଇ ଆମେ ଗତିକଲୁ । କିନ୍ତୁ ମୁଁ ମୋ ସ୍ୱପ୍ନକୁ ପୁରା କରିବା ପାଇଁ...
ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ
ଭୁବନେଶ୍ୱର, ଡିସେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି...
ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ ବିଜୟ
ଟି-20ରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ ବିଜୟ । ବିଜୟ ପାଇଁ 298 ରନକୁ ପିଚ୍ଛା କରି ବ୍ୟାଟିଂ ଆରମ୍ଭ କରିଥିଲା ବାଂଲାଦେଶ । ମାତ୍ର 7 ଓ୍ବିକେଟରେ 167 ରନ୍ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ ।...


















