Home News ମହାକାଶରେ ଇତିହାସ ରଚିବ ଇସ୍ରୋ News ମହାକାଶରେ ଇତିହାସ ରଚିବ ଇସ୍ରୋ By Takshak Bureau - September 12, 2018 204 0 Facebook Twitter Google+ Pinterest WhatsApp ଅନ୍ତରୀକ୍ଷ ବିଜ୍ଞାନରେ ସବୁବେଳେ କିଛି ନୂଆ ଡାଇମେନସନ ଗଢୁଥିବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବହୁତ ଜଲଦି ଅନ୍ତରୀକ୍ଷ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବାକୁ ଯାଉଛି. ତେବେ ଇସ୍ରୋର ଏହା ସଂପୂର୍ଣ୍ଣରୂପେ ବ୍ୟବସାୟିକ ଉଡାଣ ହେବ. ଏହାସହ କୈାଣସି ଭାରତୀୟ ଉପଗ୍ରହକୁ ଛଡାଯିବ ନାହିଁ. ଏହାର ଆରମ୍ଭ 16 ସେପ୍ଟମ୍ବର 2018ରେ ହେବ, ଯେତେବେଳେ ଭାରତୀୟ ରକେଟ ଶ୍ରୀହରିକୋଟର ସତୀଶ ଭବନ ଅନ୍ତରୀକ୍ଷ କେନ୍ଦ୍ରରୁ ଦୁଇ ବ୍ରିଟିଶ ଉପଗ୍ରହ ସହିତ ଉଡାଣ ଆରମ୍ଭ କରିବ. ଏହା ପରେ ଭାରତ ସେହି ଦେଶମାନଙ୍କ ଶ୍ରେଣୀରେ ସାମିଲ ହେଇଯିବ ଯାହାପାଖରେ ବିଦେଶୀ ଉପଗ୍ରହମାନଙ୍କୁ ଅନ୍ତରୀକ୍ଷରେ ସ୍ଥାପିତ କରିବା କିମ୍ବା ପଠେଇବାର ନିଜସ୍ୱ କୈାଶଳ ପାଖରେ ଥିବ. 16 ସେପ୍ଟେମ୍ବର 2018ରେ ଇସ୍ରୋ ନିଜର ଧ୍ରୁବିୟ ପ୍ରକ୍ଷେପଣ ଯାନ PSLV C-42କୁ ଦୁଇ ବ୍ରିଟିଶ ଉପଗ୍ରହ ନୋବାସାର ଏବଂ ଏସ1-4କୁ ପୃଥିବୀ କକ୍ଷରେ ସ୍ଥାପନ କରିବ. 450 କି.ଗ୍ରାର ଏହି ଉପଗ୍ରହକୁ ବ୍ରିଟିଶ କମ୍ପାନୀ Surrey Satellite Technology Limited (SSTL) ନିର୍ମାଣ କରିଛି. RELATED ARTICLESMORE FROM AUTHOR National ସ୍ବାମୀଙ୍କୁ ହତ୍ୟା କରି ଆତ୍ମସମର୍ପଣ କଲା ପତ୍ନୀ Bussiness ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ : ସୋଆକୁ ୮ଟି ସମ୍ମାନ ପ୍ରଦାନ News ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଅବପାତରେ ପରିଣତ ହୋଇପାରେ: ସିଇସି LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ Takshak Bureau - May 28, 2025 0 ଭୁବନେଶ୍ବର - ରାଜ୍ୟରେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣି ଚିନ୍ତାର... ମାଲକାନଗିରିରେ ପହଲଗାମ ପ୍ରତିବାଦ Takshak Bureau - April 25, 2025 0 ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼... ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...