Home News ମହାକାଶରେ ଇତିହାସ ରଚିବ ଇସ୍ରୋ News ମହାକାଶରେ ଇତିହାସ ରଚିବ ଇସ୍ରୋ By Takshak Bureau - September 12, 2018 192 0 Facebook Twitter Google+ Pinterest WhatsApp ଅନ୍ତରୀକ୍ଷ ବିଜ୍ଞାନରେ ସବୁବେଳେ କିଛି ନୂଆ ଡାଇମେନସନ ଗଢୁଥିବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବହୁତ ଜଲଦି ଅନ୍ତରୀକ୍ଷ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବାକୁ ଯାଉଛି. ତେବେ ଇସ୍ରୋର ଏହା ସଂପୂର୍ଣ୍ଣରୂପେ ବ୍ୟବସାୟିକ ଉଡାଣ ହେବ. ଏହାସହ କୈାଣସି ଭାରତୀୟ ଉପଗ୍ରହକୁ ଛଡାଯିବ ନାହିଁ. ଏହାର ଆରମ୍ଭ 16 ସେପ୍ଟମ୍ବର 2018ରେ ହେବ, ଯେତେବେଳେ ଭାରତୀୟ ରକେଟ ଶ୍ରୀହରିକୋଟର ସତୀଶ ଭବନ ଅନ୍ତରୀକ୍ଷ କେନ୍ଦ୍ରରୁ ଦୁଇ ବ୍ରିଟିଶ ଉପଗ୍ରହ ସହିତ ଉଡାଣ ଆରମ୍ଭ କରିବ. ଏହା ପରେ ଭାରତ ସେହି ଦେଶମାନଙ୍କ ଶ୍ରେଣୀରେ ସାମିଲ ହେଇଯିବ ଯାହାପାଖରେ ବିଦେଶୀ ଉପଗ୍ରହମାନଙ୍କୁ ଅନ୍ତରୀକ୍ଷରେ ସ୍ଥାପିତ କରିବା କିମ୍ବା ପଠେଇବାର ନିଜସ୍ୱ କୈାଶଳ ପାଖରେ ଥିବ. 16 ସେପ୍ଟେମ୍ବର 2018ରେ ଇସ୍ରୋ ନିଜର ଧ୍ରୁବିୟ ପ୍ରକ୍ଷେପଣ ଯାନ PSLV C-42କୁ ଦୁଇ ବ୍ରିଟିଶ ଉପଗ୍ରହ ନୋବାସାର ଏବଂ ଏସ1-4କୁ ପୃଥିବୀ କକ୍ଷରେ ସ୍ଥାପନ କରିବ. 450 କି.ଗ୍ରାର ଏହି ଉପଗ୍ରହକୁ ବ୍ରିଟିଶ କମ୍ପାନୀ Surrey Satellite Technology Limited (SSTL) ନିର୍ମାଣ କରିଛି. RELATED ARTICLESMORE FROM AUTHOR Health ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ News ଧର୍ମେନ୍ଦ୍ରଙ୍କ ଅଙ୍କ କହୁଛି 2024ରେ ବିଜେପି ଓଡିଶାରେ 15 ଲୋକସଭା ଆସନ ଜିତିବ Health ଡିସେମ୍ବର ୯ରୁ ସୋଆରେ ଆଇଏନ୍ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...