ଭୀମ କୋରେଗାଁଓ ହିଂସା ମାମଲାରେ ଗିରଫ ହୋଇଥିବା ୫ଜଣ ବାମ ସମର୍ଥକଙ୍କୁ ସୋମବାର ପର୍ଯ୍ୟନ୍ତ ନଜରବନ୍ଦୀରେ ରହିବେ ବୋଲି ଜଣାପଡିଛି । ବୁଧବାର ଦିନ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାର ଥିଲା । ଏହାକୁ ଘୁଞ୍ଚାଇ ଦିଆଯାଇଛି । ସେେପ୍ଟେମ୍ବର ୧୭ ତାରିଖରେ ଏହି ମାମଲାର ଶୁଣାଣି ହେବ । ସୁଚନାଅନୁସାରେ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ୫ଜଣ ବାମ ସମର୍ଥକଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ସୁଧା ଭରଦ୍ୱାଜ, ବରବରା ରାଓ, ଗøତମ ଲବଲଖା, ଅରୁଣ ଫେରରା ଓ ୱେରନନ ଗେଞ୍ଜାବ୍ଲିସଏହି ପାଞ୍ଚଜଣଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶରେ ନଜରବନ୍ଦୀ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here