ସେପ୍ଟେମ୍ବର ୪ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ମୋଟ ୧୦ଟି କାର୍ଯ୍ୟଦିବସ ରହିଛି। ସେଥିରୁ ୮ଟି ସରକାରୀ ଦିବସ ହୋଇଥିବାବେଳେ ୨ଟି ବେସରକାରୀ ଦିବସ ରହିଛି। ୪ ତାରିଖରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯିବ ।

LEAVE A REPLY

Please enter your comment!
Please enter your name here