ଗାଈକୁ ‘ରାଷ୍ଟ୍ରମାତା’ର ମାନ୍ୟତା ମିଳିବାକୁ ନେଇ ଉତ୍ତରାଖଣ୍ଡ ବିଧାନସଭାରେ ଦିଆଯାଇଥିବା ପ୍ରସ୍ତାବ ଉପରେ ବୁଧବାର ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି । ତେବେ ମଞ୍ଜୁରୀ ପ୍ରଦାନ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ଏହି ପ୍ରସ୍ତାବକୁ ବିରୋଧି କଂଗ୍ରେସ ସମର୍ଥନ କରିଥିବାବେଳେ ଗାଈଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଜରୁରୀ ବୋଲି ଦଳ କହିଛି ।

LEAVE A REPLY

Please enter your comment!
Please enter your name here