ନିଜ ସାଥିରେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ଥିବା ଗୁଜୁରାଟର ଯୁବତୀ କ୍ଷମା ବିନ୍ଦୁଙ୍କର ସରିଛି ବାହାଘର । କ୍ଷମା ୧୧ ଜୁନ୍‌ରେ ବିବାହ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ବିବାଦକୁ ନଆସିବା ପାଇଁ ୩ ଦିନ ପୂର୍ବରୁ ବିବାହ କରିଦେଇଛନ୍ତି । କ୍ଷମା ବେଦୀରେ ୭ ଫେରା ନେଇଛନ୍ତି କିନ୍ତୁ ଏକା ଏକା । ଏହି ବାହାଘରରେ ନାଁ ପଣ୍ଡିତ ଥିଲେ ନାଁ ବର । ବାହାଘରରେ ସାମିଲ ହୋଇଥିଲେ କ୍ଷମାଙ୍କ ବନ୍ଧୁ ।
ଭାରତରେ ଏମିତି ବାହାଘର ପ୍ରଥମ ।

LEAVE A REPLY

Please enter your comment!
Please enter your name here