ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ନେଇ ଏବେ ବି ଲାଗି ରହିଛି ସସପେନ୍ସ । ମୃତ୍ୟୁକୁ ୭ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଆଦିତ୍ୟଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ତେବେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଆଦିତ୍ୟଙ୍କ କଲ ରେକର୍ଡ ଯାଞ୍ଚ କରି ପଚରାଉଚରା କରୁଛି । ତେବେ ଆଦିତ୍ୟ ଚାଲି ଚାଲି ଯିବା ବେଳର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ରାସ୍ତାରେ ଷ୍ଟେସନ ଆଡକୁ ଚାଲି ଚାଲି ଯାଉଥିବାର ସିସିଟିଭି ଫୁଟେଜ୍ ଜବତ କରିଛି ପୋଲିସ । ମୃତ୍ୟୁ ପୂର୍ବରୁ ଚାଲିକି ଯାଉଥିବାର ସିସିଟିଭି ଫୁଟେଜକୁ ଜବତ କରିଛି ଜିଆରପି । ଏ ଯାଏଁ ୨୦ରୁ ଊତ୍ତ୍ୱର୍ ଲୋକ ଜେରା ହୋଇଥିବା ଜିଆରପି ଡିଏସପି ସୂଚନା ଦେଇଛନ୍ତି । । ଆଦିତ୍ୟ ପୁରୁଷୋତ୍ତମ ଏକ୍ସପ୍ରେସରେ ଧକ୍କା ହୋଇଥିବା ଜିଆରପି ସନ୍ଦେହ କରିଛି ।

LEAVE A REPLY

Please enter your comment!
Please enter your name here