ଖୋର୍ଦ୍ଧାରେ ଉଦ୍ଘାଟିତ ହେଲା ଓଡ଼ିଶାର ପ୍ରଥମ ମହିଳା କୋର୍ଟ | ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୋର୍ଟ ର ଶୁଭ ଉଦଘାଟନ କରିଛନ୍ତି | ଏଥିସହ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜଜ ସତ୍ୟନାରାୟଣ ମିଶ୍ର ରେଜିଷ୍ଟର ଲଳିତ କୁମାର ଦାସ ଯୋଗଦେଇଥିଲେ | ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସଭାପତି ଆଡଭୋକେଟ ପ୍ରାଣକୃଷ୍ଣ ଦଳବେହେର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଛି |

LEAVE A REPLY

Please enter your comment!
Please enter your name here