ପ୍ରକାଶ ପାଇଛି ଓଡ଼ିଶାରେ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ । ଏଥିରେ ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇଛି । ଭୁବନେଶ୍ୱର ଏହି ତାଲିକାରେ ଦ୍ୱିତୀୟରେ ରହିଛି ।  ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇ ୨୧୬ ର୍ୟାଙ୍କରେ ସ୍ଥାନ ପାଇଛି । ଏହା ପରେ ଭୁବନେଶ୍ୱର ଏହି ତାଲିକାରେ ସ୍ୱଚ୍ଛ ସହର ଭାବେ ୨୮୮ ର୍ୟାଙ୍କ ସହ ଦ୍ୱିତୀୟରେ ରହିଛି । ଏହି କ୍ରମରେ ତାଲିକାରେ ତୃତୀୟରେ ବାଲେଶ୍ୱର ,ଚତୁର୍ଥରେ ବାରିପଦା ,ପଞ୍ଚମରେ ସମ୍ବଲପୁର ,ଷଷ୍ଠରେ ପୁରୀ , ସପ୍ତମରେ ରାଉରକେଲା, ଅଷ୍ଟମରେ କଟକ ଏବଂ ନବମରେ ଭଦ୍ରକ ସ୍ଥାନ ପାଇଛି  ।

LEAVE A REPLY

Please enter your comment!
Please enter your name here