ବାପାକୁ ହତ୍ୟାକଲା ନିଜ ଜନ୍ମକଲା ପୁଅ । ନୂଆପଡା କେନ୍ଦୁପାଟି ଗାଁରେ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ନିଜ ସ୍ତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିଥିବାବେଳେ ସେ ଆହତ ହୋଇଛନ୍ତି । ଘରୋଇ କଳିରୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି ପୋଲିସ । ତେବେ ହତ୍ୟାକାଣ୍ଡର ଅଧିକ ଛାନଭିନ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here