ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ସହରକୁ ଉଡିବ ବିମାନ । ପୂର୍ବରୁ ୫ଟି ସ୍ଥାନକୁ ବିମାନ ଉଡାଣ କରୁଥିବା ବେଳେ ଏବେ ଆଉ ଦୁଇଟି ସ୍ଥାନକୁ ଉଡାଣ କରିବ ବିମାନ | ଦୁଇ ସହର କୋଲକାତା ଏବଂ ବାଙ୍ଗାଲୋର | ସେପଟେ ରାଉରକେଲା ଏୟାରଷ୍ଟ୍ରିପ୍ ଚୁଡାନ୍ତ କରିବାକୁ କାମ ଚାଲିଛି । ସେହିପରି ଜୟପୁର ଏୟାରଷ୍ଟ୍ରିପ୍ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଗତ ୨୦୧୮ ସେପ୍ଟେମ୍ବର ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରର ଶୁଭ ଉଦଘାଟନ କରିଥିଲେ |

LEAVE A REPLY

Please enter your comment!
Please enter your name here