ଭୁବନେଶ୍ୱର କଳ୍ପନା ଛକରେ ଥିବା ମା ତାରିଣୀ ବସ୍ତ୍ରାଳୟ ଉପରେ ଜିଏସଟି ଚଢାଇ ହୋଇଛି । ଜିଏସଟି ଫାଙ୍କିବା ଅଭିଯୋଗରେ ଏହି ଚଢାଉ ହୋଇଛି । ଏକକାଳୀନ ୪ଟି ଜାଗାରେ ୨୦ରୁ ଅଧିକ ଅଫିସର ଚଢାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ଵର ସୋ ରୁମର, ଗୋଡାମ, ବନମାଳୀପୁର ଏବଂ ପୁରୁଣା ଭୁବନେଶ୍ୱର କେଦାର ଲେନରେ ଥିବା ଘରେ ଚଢ଼ାଉ ଜାରି ରହିଛି।

LEAVE A REPLY

Please enter your comment!
Please enter your name here