ପୋଖରୀରେ ବୁଡି ୮ ବର୍ଷର ଶିଶୁ ମୃତୁ୍ୟ ହୋଇଛି । ମାଲକାନଗିରି ଜିଲ୍ଲା ଏମଭି-୯ ଗ୍ରାମରେ ଘଟିଛି ଅଘଟଣ । ଶିଶୁଟି ପୋଖରିକୁ ଗାଧେଇବା ପାଇଁ ଯାଇ ମୃତୁ୍ୟ ବରଣ କରିଛି । ସୂଚନା ଅନୁଯାଇ ମୃତ ଶିଶୁ ଜଣକ ତାଙ୍କ ସମ୍ପର୍କୀୟ ଘରକୁ ବୁଲିବା ପାଇଁ ଆସିଥିଲେ । ଏବଂ ପୋଖରିକୁ ଗାଧେଇବାକୁ ଯାଇଥିଲେ । ଏହି ସମୟରେ ଶିଶୁଟି ପାଣିରେ ବୁଡି ମୃତୁ୍ୟ ବରଣ କରିଛି । କିଛି ସମୟ ପରେ କିଛି ଗ୍ରାମବାସୀ ଶିଶୁଟିକୁ ପାଣିରେ ଭାସୁଥିବା ଦେଖି ତାକୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । କିନ୍ତୁ ଡାକ୍ତର ଚିବିସôା କଲାପରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ

LEAVE A REPLY

Please enter your comment!
Please enter your name here