ମହାନଗର ନିର୍ବାଚନ ଲାଗି ଆଉ ପାଦେ ଆଗେଇଲା ବିଏମସି । ବିଏମସି ପକ୍ଷରୁ ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା । ୭୦୫ ବୁଥରେ ୭ ଲକ୍ଷ ୨୫ ହଜାର ୭୬୫ ଭୋଟରଙ୍କ ତାଲିକା ପ୍ରକାଶ । ଭୋଟର ତାଲିକା ବିଏମସି ଅଫିସ ସହ ସମସ୍ତ ୱାର୍ଡ ଅଫିସରେ ଉପଲବ୍ଧ ।

LEAVE A REPLY

Please enter your comment!
Please enter your name here