ତେଲ ଦର ବଢିବାରୁ ବଢିଲା ବସ୍ ଭଡା । ଅର୍ଡିନାରୀ ବସ୍ ଭଡା ୭୨ରୁ ବଢି ୭୩ ପଇସା ହେଲା । ଏକ୍ସପ୍ରେସ୍ ଭଡା କିମି ୭୫ ପଇସାରୁ ବଢି ୭୬ ପଇସା ହେଲା । ଡିଲକ୍ସ ବସ୍ ଭଡା ୧ ଟଙ୍କା ୦୫ରୁ ବଢି ୧ ଟଙ୍କା ୦୭ ହେଲା । ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୭ରୁ ବଢି ୧ ଟଙ୍କା ୨୯ ହେଲା ।

LEAVE A REPLY

Please enter your comment!
Please enter your name here