ଶ୍ରୀମନ୍ଦିର ପରିସରରେ ଥିବା ନୃସିଂହ ମନ୍ଦିରରୁ ପଥର ମୂର୍ତ୍ତି ଖସିପଡିଛି । ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡିଥିବା ସୁଚନା ମିଳିଛି । କଳା ମୁଗୁନି ପଥରର ଏହି ମୂର୍ତ୍ତି ଖସିବା ପରେ ମନ୍ଦିର ତଳେ ବସିଥିବା ସେବାୟତଙ୍କ ଉପରେ ପଡିଥିଲା । ସେବାୟତଙ୍କର ହାତ ଓ ଗୋଡରେ ଗଭୀର ଆଘାତ ଲାଗିିଛି । ପଥର ମୂର୍ତ୍ତି ପଡିବା ପରେ ସେବାୟତଙ୍କ ହାତ , ଗୋଡ ଭାଙ୍ଗିଥିବା କୁହାଯାଉଛି । ତାଙ୍କୁ ପୁରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here