ସ୍କୁଲବସକୁ 4 ଲକ୍ଷ ଫାଇନ । ବସ୍ ଫିଟନେସ ଯାଞ୍ଚ ବେଳେ ଏହି ଜୋରିମାନା ଲାଗୁ କରିଛି ପରିବହନ ବିଭାଗ । ଟ୍ୟାକ୍ସ ପାଇଁ 3.80 ଲକ୍ଷ ଏବଂ ଫିଟନେସ ପାଇଁ 21 ହଜାର 500 ଟଙ୍କା ଜୋରିମାନା କାଟିଛି ବିଭାଗ । କୋରାପୁଟ ଜିଲ୍ଲା ସେମିଳିଗୁଡାର ଏକ ପବ୍ଲିକ ସ୍କୁଲ ବସଠୁ ଏହି ଜୋରିମାନା ଆଦାୟ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଏବେ ଗାଡିଗୁଡିକର ଫିଟନେସ୍ ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here