ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢାଇବାକୁ ଚାଇନା ଏକ ନୂଆ ଉପାୟ ଚିନ୍ତା କରିଛି । ଫଳରେ ଭାରତକୁ ଏହା ଏକ ପ୍ରକାର ଝଟକା ଦେଇଛି । ନେପାଳ ଭାରତ ଉପରେ କେମିତି କମ ନିର୍ଭରଶୀଳ ହେବ ତାକୁ ନେଇ ଚାଇନା ଚଳାଇଛି ନୂଆ ଚାଲ୍ । ସେ ତାର ୪ଟି ବନ୍ଦର ଓ ୩ଟି ବିମାନ ବନ୍ଦରକୁ ବ୍ୟବହାର କରିବାକୁ ନେପାଳକୁ ଅନୁମତି ଦେଇଛି । ଅନ୍ୟପଟେ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କ୍ଷେତ୍ରରେ ଚାଇନା ନେପାଳ ଉପରେ ଚାପ ପକାଇବ ବୋଲି ଅନୁମାନ କରାଯାଉଛି । ଏମିତି ହେଲେ ଭାରତ ଏବଂ ନେପାଳ ମଧ୍ୟରେ ଦୂରତା ବଢିବା ସହ ଏହାର ଲାଭ ଉଠାଇବ ଚାଇନା ।

LEAVE A REPLY

Please enter your comment!
Please enter your name here