ବ୍ରି଼ଟେନ୍ ବୈଜ୍ଞାନିକ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗ୍ରୀନ୍ ହାଉସରୁ ନିଃସରଣ ହେଉଥିବା ଗ୍ୟାସକୁ ଯଦି ପୃଥିବୀ ପୃଷ୍ଠରେ ଥିବା ସମସ୍ୟା ସହିତ ସାମ୍ନା କରିବାକୁ ହୁଏ, ତାହାଲେ ମାଂସାହାରୀ ଥିବା ଲୋକଙ୍କୁ  ଶାକାହାରୀ ଆପଣେଇବାକୁ ପଡିବ. Options for keeping the food system within environmental limits ରେ ଏହି ଚେତାବନୀ ଦିଆଯାଇଛି. 2050 ମସିହାରେ ସଷ୍ଟେନେବଲ ଫ୍ୟୁଚର୍ ପାଇଁ ସମସ୍ତଙ୍କୁ ରେଡ୍ ମିଟ ଖାଇବା ଛାଡିବାକୁ ପଡିବ. ଏହାଛଡା ନଷ୍ଟ କରୁଥିବା ଖାଦ୍ୟର ପରିମାଣକୁ କମ୍ କରିବା ସହ କୃଷି କାର୍ଯ୍ୟରେ ମଧ୍ୟ ସୁଦ୍ଧାର ଆଣିବାକୁ ପଡିବ ଏବଂ ଲୋକମାନେ ଖାଉଥିବା ମାଂସର 75 ପ୍ରତିଶତ କମ୍ କରିବାକୁ ପଡିବ. ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯଦି ଆମେ ଏପରି ଡାଏଟକୁ ନେବା ଆରମ୍ଭ କରିଦେବା ତାହାଲେ କୃଷି ଉପରେ ଗ୍ରୀନ ହାଉସର ପ୍ରଭାବ ଅଧାରୁ କମ୍ ହୋଇଯିବ. ଫୁଡ୍ ସିଷ୍ଟମ୍ ରେ ଥିବା ପର୍ଯ୍ୟାବରଣ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ.

 

LEAVE A REPLY

Please enter your comment!
Please enter your name here