କଂଗ୍ରେସ ଓ ସିପିଆଇଏମ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ହଜାର ହଜାର ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ରାମକୃଷ୍ଣ ଛତ୍ରପୁର ଠାରେ ନାମାଙ୍କନ ଦାଖଲ କରିଥିଲେ. ଏଥର ଆସିକା ଲୋକସଭା ଆସନ ପାଇଁ ବିଜେଡି ମହିଳା ସ୍ବଂୟ ସହାୟିକା ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କ ଆସିକା ଲୋକସଭା ପାଇଁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଅନୀତା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି. ତେବେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ଜୋରଦାର ହେବ ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here