କ୍ରିକେଟରଙ୍କ କଥା ପଡିଲେ ସର୍ବପ୍ରଥମେ ଦୁନିଆର ମହାନତମ ଖେଳାଳୀ ସାର୍ ଡ୍ରନ ବ୍ରାଡମ୍ୟାନଙ୍କ କଥା ଆସେ. ଆଜି ହେଉଛି ତାଙ୍କର 110ତମ ଜୟନ୍ତୀ. ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗୁଗୁଲ ଆଜି 110ତମ ଜୟନ୍ତୀକୁ ବେଶ୍ ଧୁମଧାମରେ ପାଳନ କରୁଛି ଏବଂ ତାଙ୍କର ଏକ ସ୍ପେଶାଲ ଡୁଡଲ ମଧ୍ୟ କରିଛି. ଏହି ଡୁଡଲରେ ସେ ଏକ ସଟ୍ ମାରୁଥିବା ନଜର ଆସିଛି ଏବଂ ବ୍ରାଡମ୍ୟାନ୍  ଅଷ୍ଟ୍ରେଲିଆବାସୀଙ୍କ ହିରୋ  ବୋଲି ଗୁଗଲ ନିଜ ବ୍ଲଗରେ ଲେଖିଛି.

LEAVE A REPLY

Please enter your comment!
Please enter your name here