ଭୁବନେଶ୍ବର : ତକ୍ଷକ ମିଡିଆ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଜଗନ୍ନାଥ ହୋ..2026 ଅଡିସନ ରାଉଣ୍ଡରେ ଭାଗ ନେଇଥିବା ତିନିଶହ ପ୍ରତିଯୋଗୀଙ୍କ ମଧ୍ୟରୁ ଗ୍ରାଣ୍ଡ ଫିନାଲେକୁ 58 ଜଣ ପ୍ରତିଯୋଗୀ ଉନ୍ନୀତ ହୋଇଛନ୍ତି । ତିନୋଟି ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ଅଡିସନ ରାଉଣ୍ଡରେ ଉନ୍ନୀତ ପ୍ରତିଯୋଗୀମାନେ ଆସନ୍ତା 25 ତାରିଖରେ ଭୁବନେଶ୍ବର ଗୀତଗୋବିନ୍ଦ ଭବନରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ ଫିନାଲେ ମଞ୍ଚରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇପାରିବେ ।
13 ବର୍ଷ ବୟସ ପର୍ଯନ୍ତ ପ୍ରତିଯୋଗୀଙ୍କୁ ସବଜୁନିଅର ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ବର୍ଗରେ ଅଡିସନ ରାଉଣ୍ଡରେ ଉନ୍ନୀତ ପ୍ରତିଯୋଗୀମାନେ ହେଲେ – 1. ଆକୃତି ପ୍ରୀୟଦର୍ଶୀନି ସ୍ବାଇଁ, 2. ଆଂଶିକା ନାଥ 3.ଅନ୍ବେଶା ପାତ୍ର 4. ଆୟୁଷ ଅଂଶୁମାନ ମହାପାତ୍ର 5. ବଦ୍ରୀନାଥ ପ୍ରଧାନ 6. ବୈଭବ ସେନ୍ 7. ବେଦପ୍ରକାଶ ପାଣିଗ୍ରାହୀ 8. ଦିବ୍ୟାଂଶୀ ଗୁରୁ 9.ଦିବ୍ୟାଂଶୁ ଶେଖର ପାଢୀ 10. ଦିବ୍ୟଙ୍କା ମହାନ୍ତି 11. ଦୁର୍ଗାପ୍ରସାଦ ପାଲ୍ 12. ହ୍ରୀଶିକେଷ 13. ପାଃ ଝରେନ୍ 14. ମୋହିନୀ ମହାନ୍ତି 15. ସାନଭି ମିଶ୍ର 16. ସାଇ ରୋଶନ୍ ସେଠୀ 17. ସାଇସୂଧା ପ୍ରିୟଦର୍ଶିନୀ 18. ସାନଭି ଜେନା 19. ସାୟୁଶ୍ ସୁମନ ସାହୁ 20. ଶୁଭଲକ୍ଷ୍ମୀ ବେହେରା ।
13 ରୁ 20 ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିଯୋଗୀଙ୍କୁ ଜୁନିଅର ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ବର୍ଗରେ ଅଡିସନ ରାଉଣ୍ଡରେ ଉନ୍ନୀତ ପ୍ରତିଯୋଗୀମାନେ ହେଲେ – 1. ଅଭିପ୍ସା ଆରାନ୍ 2. ଆଦ୍ୟାଶା ରାଉତ 3. ଆହାନା ସ୍ବାଇଁ 4.ଆରାଧ୍ୟା ମହାପାତ୍ର 5. ବିଦୁସ୍ମିତା ବାରିକ 6. ହିମାଦ୍ରୀ ତନୟା ପଣ୍ଡା 7. ଆଦିତ୍ୟ ପ୍ରସାଦ ସାହୁ 8. ମହିମା ଶୁଭଲକ୍ଷ୍ମୀ ମହାମତି 9. ମୋନାଲିସା ପତି 10. ମୌସୁମୀ ଦାସ 11. ନିର୍ମିତ ନାୟକ 12. ସାଇଆଶ୍ରିତା ଦାସ 13. ସାଇନି ମିଶ୍ର 14. ସମୀକ୍ଷା ନାୟକ 15. ଶ୍ରେୟା ପଣ୍ଡା 16. ସ୍ମୃତିରେଖା ନାହାକ 17. ସ୍ନେହାଶ୍ରୀ ନନ୍ଦ 18. ସୁଧାଂଶୁ ବଳ ସାହୁ 19. ସୁଲଗ୍ନା ପଟ୍ଟନାୟକ 20. ତପନ ଜେନା ।
ସିନିଅର୍ ବର୍ଗରେ ଅଡିସନ ରାଉଣ୍ଡରୁ ଉନ୍ନୀତ ପ୍ରତିଯୋଗୀମାନେ ହେଲେ – 1. ବିବେକାନନ୍ଦ ସେନାପତି 2. ଚିନ୍ମୟ କୁମାର ସାହୁ 3. ହେମନ୍ତ ନାୟକ 4. ଜେ. ବର୍ଷା 5. ମମତା ମଞ୍ଜରୀ ପଣ୍ଡା 6. ମାମୀନା ଭାରତୀ 7. ପାର୍ଥ ସାରଥି ମିଶ୍ର 8. ପ୍ରଜ୍ଞାପରିଣିତା ଲେଙ୍କା 9. ଶୈଳକେଶ ରାଉତରାୟ 10. ସନ୍ଦୀପ ମହାପାତ୍ର 11. ଶାରଦା ପ୍ରସନ୍ନ ରାଉତ 12. ସସ୍ମୀତା ବେହେରା 13. ସତ୍ୟବ୍ରତ ଜେନା 14. ସୌମ୍ୟାରଞ୍ଜନ ସାହୁ 15. ଶୁଭଶ୍ରୀ ଇନ୍ଦିରା ପ୍ରୀୟଦର୍ଶିନୀ 16. ଶୁଚିସ୍ମୀତା ଦାଶ 17. ସୁଧୃତି ଶତଭିଶା ଦଳେଇ 18. ସୁତପା ନାଥ ।











