କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲଙ୍କୁ ତଡିପାର୍ । ସକିଲଙ୍କୁ ତଡିପାର୍ ନିର୍ଦ୍ଦେଶ ଦେଲା କମିଶନରେଟ ପୋଲିସ । ନିକଟରେ ଜେଲରୁ ବେଲ୍‌ରେ ମୁକୁଳିଥିଲା ସକିଲ । ମୁକୁଳିବା ପରେ ସେ ବିବାହ କରିଥିଲା । ହତ୍ୟାକାଣ୍ଡ, ଅପହରଣ ଭଳି ଅନେକ ଅପରାଧୀକ ମାମଲା ତା ନାଁରେ ରହିଛି । ୨୦୧୭ ମସିହାରେ ପୋଲିସ ତାକୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here