ପୁରୀରୁ ଭୁବନେଶ୍ୱର ଆସୁଥିବା ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ । ପୁରୀରୁ ଲୋକ ନେଇ ଫେରୁଥିବାବେଳେ ସାତଶଙ୍ଖ ଠାରେ ଦୁର୍ଘଟଣାଗ୍ରସ୍ତ । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ । ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଆହତ, ସମସ୍ତ ଆହତଙ୍କୁ ସାତଶଙ୍ଖ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here