ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ସବୁଠୁ ବଡ ପ୍ରଶ୍ନ I ପୋଲିସ ଅଧିକାରୀ ଗୋପାଳ ଦାସ ଜଣେ ମାନସିକ ରୋଗୀ ଥିଲେ ବୋଲି ତାଙ୍କ ସ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି I ଯଦି ଗୋପାଳଙ୍କ ପତ୍ନୀ ସତ କହୁଛନ୍ତି, ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଏଭଳି ଜଣେ ମାନସିକ ରୋଗରେ ଆକ୍ରାନ୍ତ ପୋଲିସ asi ଙ୍କୁ ବନ୍ଧୁକ କିପରି ଦିଆଯାଇଥିଲା I ଦୁର୍ବଳ ପୋଲିସ ପ୍ରଶାସନ ବ୍ୟବସ୍ଥା ପାଇଁ ଜଣେ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ମାରିଦେଲା I

LEAVE A REPLY

Please enter your comment!
Please enter your name here