ମାଫିଆ ଡନ୍ ଅତିକ ଅହମ୍ମଦକୁ ମାରିବାକୁ ଦିଆଯାଇଥିଲା କି ସୁପାରୀ । ଅତିକକୁ ହତ୍ୟା କରିବାକୁ ଗ୍ୟାଙ୍ଗଷ୍ଟାର ସୁନ୍ଦରଭାଟି ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । ତେବେ ଅତିକ ଅହମ୍ମଦ ଏବଂ ତାଙ୍କ ତା ଭାଇ ହତ୍ୟାର ମୁଖ୍ୟ ଅଭିଯୁକ୍ତ ସନି ସିଂ ସୁନ୍ଦରଭାଟି ଗ୍ୟାଙ୍ଗର ସଦସ୍ୟ ଥିଲା । ସୁନ୍ଦରଭାଟି ଏବେ ସୋନଭଦ୍ର ଜେଲରେ ରହିଛି । ଏବଂ ୩ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ତୁର୍କି ପିସ୍ତଲ ସୁନ୍ଦର ଭାଟି ନେଟୱର୍କରୁ ମିଳିଛି ।

LEAVE A REPLY

Please enter your comment!
Please enter your name here