ଲୋକସେବା ଭବନରୁ ଚୋରୀ ହୋଇଯାଇଛି ଏକ ଲ୍ୟାପଟପ । ତେବେ ଲୋକସେବା ଭବନରେ ୩ଟି ଲ୍ୟାପଟପ ଥିବାବେଳେ ଗୋଟିଏ ଲ୍ୟାପଟପ ଚୋରୀ ହେବା ସହ କିଛି ଜିନିଷ ଚୋରୀ ହେବାର ସୂଚନା ରହିଛି । ଏନେଇ ଅଭିଯୋଗ ହେବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here