ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହୋଇଛି କର୍କଟ ବିଭାଗ । ଏହାସହ ଏକ ନୂଆ ଚକ୍ଷୁ ଅପରେସନ ଥିଏଟରକୁ ମଧ୍ୟ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ହସ୍ପିଟାଲ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ କର୍କଟ ବିଭାଗ ନଥିଲା । ଯାହାଫଳରେ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଆଜି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପଜେନା ଏହାର ଉଦଘାଟନ କରିଛନ୍ତି । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ବିଭାଗ ଥିଲେ ମଧ୍ୟ ଏଥିରେ ଅତ୍ୟାଧୁନିକ ଚକ୍ଷୁ ଅପରେସନ ଥିଏଟର ଉଦଘାଟିତ ହୋଇଛି ।

LEAVE A REPLY

Please enter your comment!
Please enter your name here