କରୁଣାନିଧିଙ୍କ ମୃତ୍ୟୁ ନେଇ ଚାରିଆଡେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଏମ୍ କେ ଷ୍ଟାଲିନ ପୋଷ୍ଟ କରିଥିଲେ ତାମିଲ ଭାଷାରେ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଗୋଟାଏ ଚିଠିର ଫଟୋ । ସେଥିରେ ସେ ତାଙ୍କର ଆଶିଷ ଲୋଡିବା ସହ  ତାଙ୍କୁ ଆପ୍ପା ବୋଲି ଡାକିବା ନିମନ୍ତେ ଦୀର୍ଘ ଦିନ ଧରି ରହିଆସିଥିବା ଇଛାକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ତମେ ଘରୁ ଗଲାବେଳେ ମୋତେ କୁଆଡେ ଯାଉଛ ବୋଲି ସବୁଦିନ କହିଯାଉଥିଲ ଏବେ କିଛି ନକହି ମୋତେ ଛାଡି ଚାଲିଗଲ । ତୁମେ ଆମକୁ ଅନାଥ କରି ଚାଲିଗଲ ବୋଲି ଚିଠିରେ ଲେଖିଛନ୍ତି ଷ୍ଟାଲିନ୍।

LEAVE A REPLY

Please enter your comment!
Please enter your name here