ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ସକାଳ ପ୍ରାୟ ୮ଟା୩୦ରେ ଜଣେ ଯୁବକ ଶ୍ରୀମନ୍ଦିର ଉପରକୁ ଚଢି ଯାଇଥିଲେ । ଏପରିକି ସେ ନୀଳଚକ୍ର ବାନା ପାଖରେ ପହଁଞ୍ଚି ପତିତ ପାବନ ବାନାକୁ ଓପାଡି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ଯୁବକକୁ ତଳକୁ ଅଣାଯାଇ ସିଂହଦ୍ୱାର ଥାନାକୁ ନିଆଯାଇଛି । ସେ ଜଣେ ମାନସିକ ବିକୃତି ଏବଂ ତାଙ୍କ ଘର ଭଦ୍ରକରେ ବୋଲି ପୋଲିସ ସୁଚନା ଦେଇଛି ।

LEAVE A REPLY

Please enter your comment!
Please enter your name here