ରାଜ୍ୟରେ 6ଟି ଲୋକସଭା ଓ 41 ବିଧାନସଭା ଆସନ ପାଇଁ ଚାଲିଛି ମତଦାନ. ମଇଦାନରେ 388 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 95 ଲକ୍ଷ ଭୋଟର. ମୁକ୍ତ ଓ ଅବାଧ ମତଦାନ ପାଇଁ ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି. ଦିନ 11ଟା ସୁଦ୍ଧା 19 ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି. ବାଲେଶ୍ବର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନ ଏବଂ ତତସଂଲଗ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଚାଲିଛି.

LEAVE A REPLY

Please enter your comment!
Please enter your name here