ଭାରତ-ନ୍ୟୁଜିଲାଣ୍ଡ ଖେଳ ଆରମ୍ଭ । ମାଞ୍ଚେଷ୍ଟରରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିଫାଇନାଲ । କାଲିର ବାକିଆ ଖେଳଠାରୁ ଆରମ୍ଭ ହେଲା ଆଜିର ମ୍ୟାଚ୍ । ୪୬.୧ ଓଭରରେ ୨୧୧/୫ରୁ ଖେଳ ଆରମ୍ଭ କଲା ନ୍ୟୁଜିଲାଣ୍ଡ । ବର୍ଷା ପାଇଁ କାଲିର ମ୍ୟାଚ ଅଧାରୁ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here