ଦୋକାନ ପାଇଁ ଗାଇଡଲାଇନ୍‌
ଗାଇଡ୍‌ଲାଇନ ଜାରି କଲା କମିଶନରେଟ ପୋଲିସ
କେବଳ ଅନୁମତିପ୍ରାପ୍ତ ଦୋକାନ ଖୋଲା ରହିବ
ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବେ
ଦୁଇ ଗ୍ରାହକଙ୍କ ମଧ୍ୟରେ ଦୂରତା ୬ ଫୁଟ
ମାସ୍କ ପିନ୍ଧି ନ ଥିଲେ ଦୋକାନ ଭିତରକୁ ନିଷେଧ
ଗ୍ରାହକ ନିୟମ ନ ମାନିଲେ ଦୋକାନୀ ୧୦୦ କୁ ଜଣାଇବେ
ଦୋକାନୀଙ୍କ ଭଳି ଗ୍ରାହକ ବି ଦଣ୍ଡିତ ହେବେ
୬୦ ଦିନ ବଳବତ୍ତର ରହିବ ନିୟମ
ମେ ପହିଲାରୁ ଲାଗୁ ହେବ ଅଧିନିୟମ

LEAVE A REPLY

Please enter your comment!
Please enter your name here