ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ଜଣେ ଜଗତସିଂହପୁରର ୨ ଜଣ ବାଲେଶ୍ୱରର । ଚିହ୍ନଟ ୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ୭୦ ବର୍ଷୀୟ ଜଗତସିଂହପୁର ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା, ୨୬ ଓ ୨୯ ବର୍ଷୀୟ ୨ ବାଲେଶ୍ୱର ଆକ୍ରାନ୍ତ ସୁରତ ଫେରନ୍ତା । ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ କୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here