ବିପିୟୁଟି ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାତିଲ ନ କରି ଅନ୍ ଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର I ଜୁଲାଇ ପ୍ରଥମ ସପ୍ତାହରେ ଏହି ପରୀକ୍ଷା କରାଯିବ I ଏଥିପାଇଁ ପ୍ରତି ଜିଲ୍ଲା ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ I ତେବେ ଯେଉଁ ପରୀକ୍ଷାର୍ଥୀମାନେ ଅନ୍ ଲାଇନରେ ନ ଦେଇ ଅଫ୍ ଲାଇନରେ ଦେବାକୁ ଚାହିଁବେ, ସେମାନେ କଲେଜ ଖୋଲିବା ପରେ ଅଫଲାଇନରେ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ବୈଷୟିକ ଶିକ୍ଷା ବିଭାଗ ପ୍ରେମାନନ୍ଦ ନାୟକ I

LEAVE A REPLY

Please enter your comment!
Please enter your name here