ଆଜି ସକାଳେ ଜାମ୍ମୁ ଓ କାଶ୍ମିରରେ ଆଣ୍ଟିଟେରରିଷ୍ଟ ଅପରେସନ୍‌ରେ ୩ ଜଣ ଟେରରିଷ୍ଟଙ୍କୁ ଏନକାଉଣ୍ଟର୍ କରାଯାଇଛି । ଏହି ଏନକାଉଣ୍ଟର୍ ଜାମ୍ମୁ ଓ କାଶ୍ମିରର ସୋଫିଆନ ଜିଲ୍ଲା ଅମଶିପୋରା ଗାଁ ରେ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଟେରରିଷ୍ଟଙ୍କ ସଂପର୍କରେ ତଥ୍ୟ ମିଳିଥିବାରୁ ଅମଶିପୋରା ଗାଁରେ ପ୍ରି-ଡ଼ାଉନ ଅପରେସନ୍ କରିଥିଲା ସିକ୍ୱୁରିଟି ଫୋର୍ସ । କିଛି ସମୟର ସର୍ଚ୍ଚ ଅପରେସନ ପରେ ଏନକାଉଣ୍ଟର୍‌ରେ ପରିଣତ ହୋଇଯାଇଥିଲା । ସେହିପରି ଆଜି ୨୪ଘଣ୍ଟା ଭିତରେ ଜାମ୍ମୁ ଓ କାଶ୍ମିରର କୁଲଗାମ ରେ ଆଉ ଏକ ଏନକାଉଣ୍ଟର୍ ହୋଇ୍‌ଥିଲା । ସେଥିରେ ଟେରରିଷ୍ଟ କମାଣ୍ଡର ଯୈଶ-ଏ-ମହମଦଙ୍କ ସହ ୨ ଜଣ ଟେରରିଷ୍ଟଙ୍କ ମୃତ୍ୟୁ ହୋଇଛି । ଯୌଶ-ଏ-ମହମଦ ଜଣେ IED expert ଥିଲେ , ଯିଏକି ସିକ୍ୱୁରିଟି ଫୋର୍ସ ଉପରେ ବହୁତ ଥର ଆକ୍ରମଣ କରିଥିଲା ।

LEAVE A REPLY

Please enter your comment!
Please enter your name here