ଭୁବନେଶ୍ୱରରୁ ୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୫ ଲୋକାଲ କେସ୍ ରହିଛି । ୫୩ସୁସ୍ଥ ହୋଇଛନ୍ତି । ବରମୁଣ୍ଡା ଜଗନ୍ନାଥ ବିହାରର ଜଣେ ୮ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ । ଗଙ୍ଗନଗର, ଖାରବେଳନଗର, ନୟାପଲ୍ଲୀ ନୂଆସାହି, ୟୁନିଟ୍‌୩ ସରକାରୀ କ୍ୱାଟର୍ସ, ବିଜେବି ନଗର, ଟଙ୍କପାଣୀ ରୋଡ୍‌, ଲକ୍ଷ୍ମୀସାଗର, ଖଣ୍ଡଗିରୀ, ପୋଖରୀପୁଟ କୋକିଳା ବିହାର, ନୟାପଲ୍ଲୀ ମହିମା ଢାବା, ଭରତପୁର, ଖଣ୍ଡଗିରୀ, ପୋଖରୀପୁଟ କାର୍ଗିଲ ବସ୍ତି, ଏଜି ସ୍କୋୟାର ନିକଟ ସରକାରୀ ଅଫିସରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here