ବର୍ଷା-ଅନୁଭବଙ୍କ ମିଳାମିଶା ପାଇଁ ତାଙ୍କ ଘରେ ପହଁଞ୍ଚିଛନ୍ତି ମାନବଧିକାରୀକର୍ମୀ । ଦୁହିଁଙ୍କ ସହିତ ଆଲୋଚନା କରିଛନ୍ତି ମାନବଧିକାରୀକର୍ମୀ । ଉଭୟଙ୍କ ଭିତରେ ମିଳାମିଶା ପାଇଁ ଉଦ୍ୟମ କରିଛନ୍ତି । ଉଭୟଙ୍କ ସହିତ ଆଲୋଚନା ପରେ ମାନବଧିକାରକର୍ମୀ କହିଛନ୍ତି, ଅନୁଭବଙ୍କ ବ୍ୟତୀତ ଆଉ କାହା ବିରୋଧରେ ବର୍ଷାଙ୍କର ଅଭିଯୋଗ ନାହିଁ । ବର୍ଷା ବିଚ୍ଛେଦ ନୁହେଁ ସମାଧାନ ଚାହୁଁଛନ୍ତି । ଅନୁଭବ-ବର୍ଷାଙ୍କ ବିବାହ ଘଟଣା କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଛି ।

LEAVE A REPLY

Please enter your comment!
Please enter your name here