ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସଅଷ୍ଟ ଲଘୁଚାପ ଅବପାତରେ ପରିଣତ । ଆଜି ସକାଳ ୫ଟା ୩୦ରେ ଅବପାତ ରୂପ ନେଇଛି ସୃଷ୍ଟ ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ।ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ ୪୩୦ କିମି ଦୂରରେ କେନ୍ଦ୍ରୀଭୂତ । ୧୨ ତାରିଖ ରାତି ସୁଦ୍ଧା ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା । ପ୍ରଭାବରେ ଆଜିଠୁ ୧୩ ଯାଏଁ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା । ମତ୍ସଜୀବୀଙ୍କୁ ସମୂଦ୍ରକୁ ନଯିବାକୁ ମନା କଲା ପାଣିପାଗ କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here