ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୯ ପଇସା ଏବଂ ଡିଜେଲ ୩୭ ପଇସା ବୃଦ୍ଧି ହୋଇଛି । ବାଲେଶ୍ୱରରେ ଆଜି ପେଟ୍ରୋଲ ଲିଟର ୯୧ ଟଙ୍କା ୩୦ ପଇସାରେ ବିକ୍ରୀ ହେଉଥିବାବେଳେ ଡିଜେଲ ଲିଟର ୮୮ ଟଙ୍କା ୨୫ ପଇସା ରହିଛି । ତେବେ ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ବି ବଢିବାରେ ଲାଗିଛି । ମାଲକାନଗିରିରେ ସର୍ବାଧିକ ୯୪ ଟଙ୍କା ରହୁଛି ।

LEAVE A REPLY

Please enter your comment!
Please enter your name here