ରାଉରକେଲାରେ ଡାକ୍ତରଙ୍କ କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ । ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍ । ଆରଏମଆରସିରୁ ଆରଟି-ପିସିଆର ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ରାଉରକେଲା ଏଲଜିଏଚରେ ରିପୋର୍ଟ ପଜିଟିଭ୍ ଆସିଥିଲା । ୩ ସପ୍ତାହ ପୂର୍ବରୁ କୋଭିସିଲ୍ଡର ୨ଟି ଡୋଜ୍ ନେଇଥିଲେ ଡାକ୍ତର । ଆରଏମଆରସିରେ ହୋଇଥିବା ଟେଷ୍ଟରେ ଅଧିକ ଆଣ୍ଟିବଡି ଥିବା ଜଣାପଡିଥିଲା । ଡାକ୍ତରଙ୍କ ମୂଳ ନମୂନାର ପୁଣି ଥରେ ଆରଏମଆରସିରେ ଟେଷ୍ଟ ଚାଲିଛି ।

LEAVE A REPLY

Please enter your comment!
Please enter your name here