ଆଗାମୀ ୨୦୧୯ ଠାରୁ ଶିକ୍ଷାର୍ଥୀଙ୍କୁ ମିଳିବ ମାଗଣାରେ ଜେଇ ଓ ନିଟ୍ କୋଚିଂ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶରେ ୨, ୬୯୭ରୁ ଅଧିକ କେନ୍ଦ୍ରରେ ଏହି ସୁବିଧା ପ୍ରଦାନ କରାଯିବ । ଏହି କେନ୍ଦ୍ର ଗୁଡିକ ସେପ୍ଟେମ୍ବର ୮ ତାରିଖଠାରୁ କାର୍ଯ୍ୟ ଆରମ୍ଭ କରିବ । ଏହାକୁ ନେଇ ଏବେ ଘରୋଇ କୋଚିଂ ସେଣ୍ଟର ଗୁଡିକର ଚିନ୍ତା ବଢିବାରେ ଲାଗିଛି । ଏଥିପାଇଁ ପଞ୍ଜିକରଣ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ବୋଲି ମାନବସମ୍ବଳ ମନ୍ତ୍ରାଳୟ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here