ଦଳରୁ ବିଦାହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବନ କରିଛନ୍ତି | ଏଥିସହିତ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି | ଆଜି ଚିଲିକା ମଣ୍ଡଳ ବିଜେପି ସଭାପତିଙ୍କୁ ରାସ୍ତା ଉପରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା |

LEAVE A REPLY

Please enter your comment!
Please enter your name here